ଖୋର୍ଦ୍ଧା-ଜଟଣୀ ବ୍ଲକ ଗଙ୍ଗପଡା ପଂଚାୟତ ଗୋଚର ଜମିରେ ଭୂତ କରୁଛି ରାସ୍ତା । ଏକଥା ଆମେ କହୁନୁ ପଂଚାୟତର ଅଧିବାସୀ ଅଭିଯୋଗ ଆଣିଛନ୍ତି । ଏନେଇ ତହସିଲଦାରଙ୍କୁ ଗ୍ରାମବାସୀ ଅଭିଯୋଗ କଲା ପରେ ତହସିଲଦାର କାମ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ।
#Khordha #Jatni #tehsildar #roadconstruction #allegations #Odisha #ArgusNews